ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା

ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ ଚାମ୍ପିଅନସିପରେ ଇତିହାସ ରଚିଲା ଭାରତ। ଜାଭଲିନ ଥ୍ରୋ ଫାଇନାଲରେ ରୌପ୍ୟ ଜିତିଛନ୍ତି ଟୋକିଓ ଅଲମ୍ପିକ ଚାମ୍ପିଅନ ନୀରଜ ଚୋପ୍ରା।…