ସାମାନ୍ୟ କଳିରୁ କୁନି ଝିଅକୁ ମାରିଦେଲା ପଡ଼ୋଶୀ

ମାଆ ସହ ବିବାଦ ଥିବାରୁ କୁନି ଝିଅକୁ ମାରିଦେଲା ଦୁର୍ବୃତ୍ତ। ପ୍ରତିଶୋଧରେ ବଳିପଡ଼ିଗଲା ୬ ବର୍ଷର ସାହାଜାହାନ ଖାତୁନ। ବେଙ୍ଗାଲୁରୁର ହ୍ୱାଇଟ୍ ଫିଲ୍ଡ ନିକଟସ୍ଥ ନାଲୁରହାଲି ପାଖରେ…