ଜାତୀୟ

ମେରି ଲାଇଫ୍ ଆପରେ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଭାଗନେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେରି ଲାଇଫ୍ ଆପ୍ ଲଞ୍ଚ୍ ହେବାର ଏକ ମାସରୁ ବି କମ୍ ସମୟରେ ଏଥିରେ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଭାଗନେବାକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ଯାଦବଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏହି ଉତ୍ସାହଜନକ ଟ୍ରେଣ୍ଡ୍ ଆମ ଗ୍ରହକୁ ଅଧିକ ଉନ୍ନତ କରିବା ଦିଗରେ ସାମୂହିକ ପ୍ରୟାସକୁ ଦର୍ଶାଉଛି’ ।

Related Articles

Leave a Reply

Your email address will not be published.

Back to top button