ଅବିଭାଗିକୃତ

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ୧୨ରୁ ଉର୍ଦ୍ଧ୍ୱ ପ୍ରସ୍ତାବ ଉପରେ ମୋହର ବାଜିପାରେ। ସେପଟେ କ୍ୟାବିନେଟ ବୈଠକ ପୂର୍ବରୁ ବସିବ ମନ୍ତ୍ରୀ ପରିଷଦ ବୈଠକ।

Related Articles

Leave a Reply

Your email address will not be published.

Back to top button