ଜାତୀୟ

ଶାସନରେ କାନ୍ତି ଏବଂ ଉନ୍ନତିମୂଳକ ସେବା ବିତରଣ ପାଇଁ ଭାରତ ଜ୍ଞାନକୌଶଳ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ର୍ ମୋଦୀ ଆଜି ‘ଅଭିବୃଦ୍ଧି ପାଇଁ ଜ୍ଞାନକୌଶଳର ୯ ବର୍ଷ’ ଉପରେ ପ୍ରବନ୍ଧ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନା ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

“ଶାସନରେ କ୍ରାନ୍ତି ଏବଂ ଉନ୍ନତ ସେବା ବିତରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିଛି । ଜ୍ଞାନକୌଶଳ ଲୋକଙ୍କ ଜୀବନରେ ଦକ୍ଷତା ଏବଂ ସୁବିଧା ଆଣିଛି । ଏହା ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ ପାଇଁ ପ୍ରୟାସକୁ ମଧ୍ୟ ଆଗକୁ ନେଇଛି । ।

Related Articles

Leave a Reply

Your email address will not be published.

Back to top button