ଅବିଭାଗିକୃତ

ବ୍ରହ୍ମପୁତ୍ର ନଦୀରେ ଅଘଟଣ

ଆସାମ ଧୁବ୍ରି ଜିଲ୍ଲାର ବ୍ରହ୍ମପୁତ୍ର ନଦୀରେ ଅଘଟଣ। ଏକ ଦେଶୀ ଡଙ୍ଗା ବୁଡ଼ି ୬ ରୁ ୭ ଜଣ ନିଖୋଜ  ହୋଇଛନ୍ତି। ଏହି ଘଟଣାରେ ଧୁବ୍ରିର ସର୍କଲ ଅଫିସର ମଧ୍ୟ ନିଖୋଜ ଅଛନ୍ତି। ଡଙ୍ଗାଟି ବୁଡିଯିବା ବେଳେ ୨୯ ରୁ ୩୦ ଜଣ ଡ଼ଙ୍ଗାରେ ରହିଥିଲେ। ଡଙ୍ଗାଟି ଭାରସ୍ୟାମ ହରାଇ ବୁଡିଯାଇଥିବା ସୂଚନା ମିଳିଛି। ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଏବେବି ୬ ରୁ ୭ ଜଣ  ନିଖୋଜ ଥିବା ଜଣାପଡିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଧୁବ୍ରି ଡେପୁଟି କମିଶନର।

Related Articles

Leave a Reply

Your email address will not be published.

Back to top button