ଅବିଭାଗିକୃତ

ବାଲିଯାତ୍ରାରେ ଷ୍ଟଲ ପାଇଁ ପ୍ଲଟ୍ ବୁକିଂ

କଟକ: କଟକ ବାରବାଟୀ ପ୍ୟାଲେସ ରେ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ବୁକିଙ୍ଗ ପଞ୍ଜିକରଣ। 1000 ବର୍ଗ ଫୁଟ ପର୍ଯ୍ୟନ୍ତ ବ୍ୟବସାୟୀ ମାନେ ବୁକିଙ୍ଗ କରି ପାରିବେ। ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ ପାଇଁ ପ୍ଲଟ ବୁକିଙ୍ଗ ଚାଲିଛି । ଗୋଟିଏ ପ୍ଲଟ ପଞ୍ଜିକରଣ ପାଇଁ ବ୍ୟବସାୟୀଙ୍କୁ ଦେବାକୁ ହେବ 5000 ହଜାର ଟଙ୍କା। ସର୍ବାଧିକ 3 ଟି ପ୍ଲଟ ବା 1000 ବର୍ଗଫୁଟ ପାଇଁ ପଞ୍ଜିକରଣ କରିପାରିବେ।

Related Articles

Leave a Reply

Your email address will not be published.

Back to top button