କାର୍ଗିଲରେ ମୋଦି

Spread the love

କାର୍ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯବାନ ମାନଙ୍କ ସହ ସୀମାରେ ଦୀପାବଳୀ ପାଳୁଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ମୋଦି ଯବାନମାନଙ୍କୁ ସମ୍ୱୋର୍ଦ୍ଧିତ କରି କହିଛନ୍ତି ଯେ, ମୋ ପାଇଁ ବର୍ଷ ବର୍ଷ ଧରି ମୋ ପରିବାର ହେଉଛନ୍ତି ସେନାର ଯବାନମାନେ। ସେନାର ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ। ସେମାନଙ୍କ  ପାଇଁ ଦେଶ ସୁରକ୍ଷିତ ରହିଛି। ଦେଶ ସେବାରେ ଯବାନମାନେ ନିଜ ଜୀବନକୁ ଉତ୍ସାଗକିତ କରିଛନ୍ତି। କାରଗିଲରେ ସେନାର ଯବାନମାନେ ଆତଙ୍କୀମାନଙ୍କର ଅନ୍ତ କରି ଦେଶକୁ ସୁରକ୍ଷା ଦେଇ ଦୀପାବଳୀ ଉତ୍ସବ ପାଳନ କରିଥିଲେ। ଆଜି ବି ଲୋକମାନେ ଏହାକୁ ମନେ ପକେଇଥାନ୍ତି।  ପାକିସ୍ତାନ ସହ ଏମିତି ଏକ ଲଢେଇ ହୋଇନାହିଁ ଯେଉଁଠାରେ କାର୍ଗିଲ ବିଜୟ ହାସଲ କରି ତାର ଝଣ୍ଡା ନ ଉଡାଇଛି। ପାକିସ୍ତାନକୁ ହାରିବାର ସ୍ୱାଦ ଚଖେଇଚି କାର୍ଗିଲ ଯୁଦ୍ଧ। 

Leave a Reply

Your email address will not be published. Required fields are marked *