ଅବିଭାଗିକୃତ

୩୦ ଲିଟର ଚୋରା ମହୁଲି ମଦ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଚଢାଉ। ଚଢାଉରେ ୩୦ ଲିଟର ଚୋରା ମହୁଲି ମଦ ଜବତ ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଅବକାରୀ ଥାନା ଅଧିକାରୀ କୁଷ୍ଣ ଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ୩ଟି ଅଞ୍ଚଳରେ ଚଢାଉ କରାଯାଇଛି। ସୁନ୍ଦୁରିଆ, ନୂଆଗାଁ ଓ ସୁଆଁଳ ଏହି ୩ଟି ଗ୍ରାମରୁ ପ୍ରାୟ ୩୦ ଲିଟର ଚୋରା ମହୁଲି ମଦ ଜବତ ହୋଇଛି।

Related Articles

Leave a Reply

Your email address will not be published.

Back to top button