ଅବିଭାଗିକୃତ

ଭୁଶୁଡିଲା କୋଠା, ୩ ମୃତ

ନୂଆଦିଲ୍ଲୀ: ଦିଲ୍ଲାର ଲୌହରୀ ଗେଟ ଅଞ୍ଚଳରେ ଅଘଟଣ। ରବିବାର ରାତିରେ ଲୌହରୀ ଗେଟ ଫରାଶ ଖାନ ଅଞ୍ଚଳରେ ଏକ ପୁରୁଣା କୋଠାଘର ଭୁଶୁଡି ପଡିଛି। କୋଠା ତଳେ ଦାବି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି ।  ଘଟଣାର ଖବର ପାଇ ଘଟଣା ସ୍ଥଳରେ ୫ଟି ଅଗ୍ନିଶମ ବାହୀନ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ୧୦ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ ଭର୍ତ୍ତି କରାଯାଇଛି। ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୪ ବର୍ଷ ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Related Articles

Leave a Reply

Your email address will not be published.

Back to top button