ଅବିଭାଗିକୃତ

ଧାରଣାରେ ଛାତ୍ରଛାତ୍ରୀ

ଯାଜପୁର: ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ବସିଲେ ଶତାଧିକ ଛାତ୍ର ଛାତ୍ରୀ। ଯାଜପୁର ଦଶରଥପୁର ବ୍ଲକ ନନ୍ଦୀପୁର ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜୟ ବେହେରାଙ୍କ ବଦଳି ପ୍ରତିବାଦରେ ନନ୍ଦିପୁର- ଛତ୍ରପଡ଼ା ରାସ୍ତାରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। ପ୍ରଧାନ ଶିକ୍ଷକ ଅଜୟ ବେହେରାଙ୍କ ବଦଳି ପ୍ରତିବାଦରେ ଏଭଳି ଆନ୍ଦୋଳନ କରାଯାଇଥିଲା। ପରେ ମଙ୍ଗଳପୁର ଥାନା ଅଧିକାରିଣୀ ରିନାରାଣୀ ସାହୁ ପହଁଚି ଧାରଣାରତ ଛାତ୍ରଛାତ୍ରୀଙ୍କୁ ବହୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଛାତ୍ରଛାତ୍ରୀ ।

Related Articles

Leave a Reply

Your email address will not be published.

Back to top button