ଅବିଭାଗିକୃତ

ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ଗଞ୍ଜାମ: ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ବ୍ରହ୍ମପୁର ଉପକଣ୍ଠ ପଞ୍ଚମା ରଙ୍ଗୁଣି ସାହିରେ ପ୍ରେମିକର ଘର ଆଗରେ ଧାରଣା ଦେଇଛି ପ୍ରେମିକା। ଧାରଣାରେ ବସିଛନ୍ତି  ଲକ୍ଷ୍ମୀ ମଣ୍ଡଳ । ୨୦୨୧ ଡିସେମ୍ବର ୨୭ରେ ଲକ୍ଷ୍ମୀଙ୍କୁ ସେହି ଗାଁର ନୃସିଂହ ପ୍ରଧାନ କୋର୍ଟ ଆଫିଡେଭିଟ କରି ବିବାହ ନେବା ପଇଁ ଶପଥ ନେଇଥିଲେ। ପୂର୍ବରୁ ଉଭୟଙ୍କ ମଧ୍ୟରେ ତିନି ବର୍ଷ ପ୍ରେମ ସମ୍ପର୍କ ରହିଥିଲା । ଆଜି ନ୍ୟାୟ ପ୍ରଦାନ ଦାବିରେ ବୋଧୂବେଶ ହୋଇ ଶାଶୁଘର ବାରଣ୍ଡାରେ ଧାରଣାରେ ବସିଛନ୍ତି। ଶାଶୁଘର ଲୋକେ ଲକ୍ଷ୍ମୀଙ୍କୁ ଗ୍ରହଣ କରୁନଥିବା ନେଇ ପୂର୍ବରୁ ଗୋଳନ୍ଥରା ଥାନାରେ ମାମଲା ହୋଇଥିଲା । ଲକ୍ଷ୍ମୀଙ୍କ ସହ ଧାରଣାରେ ବସିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।

Related Articles

Leave a Reply

Your email address will not be published.

Back to top button