ଅବିଭାଗିକୃତ
ପ୍ରଥମ ସୋଲାର ଗାଁର ଉଦଘାଟନ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ଗାଁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂନ୍ଧ୍ୟା ୫.୩୦ରେ ମୋଦି ଗୁଜୁରାଟର ମୋଦେରା ଗାଁକୁ ସୋଲାର ଗାଁ ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଗାଁରେ ୧୩୦୦ରୁ ଅଧିକ ସୋଲାର ପେନେଲ ଲାଗିଛି। ଏହାଦ୍ବାରା ଗାଁର ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ। ୮୦କୋଟି ଟଙ୍କା ବିନିମୟରେ ନିର୍ମିତ ଏହା ନିର୍ମାଣ କରାଯାଇଛି। ଏହା ପରେ ମୋଦୀଶ୍ୱରୀ ମନ୍ଦୀର ଦର୍ଶନ କରିବା ପରେ ସୂର୍ଯ୍ୟ ମନ୍ଦିର ମଣ୍ଡପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।