ଅବିଭାଗିକୃତ

ଭିଜିଲାନ୍ସ ରେଡ୍

ଭଦ୍ରକ: ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଫିସ ସହ ସରକାରୀ ବାସଭବନ ସମେତ ୫ ଟି ଜାଗାରେ  ଭିଜିଲାନ୍ସ ଚଢାଉ। ଶ୍ରୀମନ୍ତ ସେଠି ଙ୍କ ଭଦ୍ରକ ବାଇପାସ ସ୍ଥିତ ସରକାରୀ ଅଫିସ, ରହୁ ଥିବା ବାସଭବନ  ସହିତ ବାଲେଶ୍ୱର ସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱର ବାସଭବନ ଏବଂ ବାଲେଶ୍ୱର ଜିଲ୍ଲା ସୋର-ଖନ୍ତାପଡ଼ା  ଗୋବିନ୍ଦପୁର ସ୍ଥିତ ଭିଣୋଇଙ୍କ  ଘରେ ଏକକାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର ଏବଂ ଭଦ୍ରକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ହୋଇଛି। ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକ ଙ୍କ ନେତୃତ୍ୱରେ ଭଦ୍ରକ ଡ଼ିଏସପି ମହେଶ୍ବର ସେଠୀଙ୍କ ଉପସ୍ଥିତିରେ ଭଦ୍ରକରେ ଏହି ଚଢ଼ାଉ ହୋଇଛି । ଅଧିକ୍ଷଣ ଯନ୍ତ୍ରୀ ନିଜ ଭିଣୋଇ କରୁଣାକର ସେଠୀଙ୍କ ଜରିଆରେ  ନଗଦ ୫ ଲକ୍ଷ ଟଙ୍କା  ଘରକୁ ପଠାଉଥିବା ବେଳେ  ଏହି ଚଢ଼ାଉ ହୋଇଛି।

Related Articles

Leave a Reply

Your email address will not be published.

Back to top button