ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି

Spread the love

ବରଗଡ: ଆଲୋଚନା ସଫଳ ହୋଇଛି। ଡିସେମ୍ବର 2023 ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ପଦ୍ମପୁର ଉପନିର୍ବାଚନରେ ବିଜେଡିର ଇସ୍ତାହାର ଏହାକୁ ପ୍ରକାଶ କରାଯିବ। ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା କ୍ରିୟାନୁଷ୍ଠାନ କମିଟି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁରକୁ ଜିଲା ଘୋଷଣା କରିବା ପାଇଁ ଦାବି ଜଣାଇବାକୁ ନବୀନ ନିବାସରେ ପହଂଚିଥିଲେ।  

Leave a Reply

Your email address will not be published. Required fields are marked *