ଅବିଭାଗିକୃତ

ବାରାହା ଉପଦ୍ରବ, ଚିନ୍ତାରେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳରେ ଅନ୍ତର୍ଗତ ତାକରଡା ଗାଁରେ ବାରାହା ଉପଦ୍ରବ। ଯାହା ଫଳରେ ଧାନ ଫସଲ ସବୁ କ୍ଷୟକ୍ଷତି ହୋଇଛି। ଦୈନଦିନ ବାରାହା ଉପଦ୍ରବ ବଢୁଥିବା ନେଇ ଚିନ୍ତାରେ ପଡିଛନ୍ତି ଚାଷି। ଏନେଇ ଚାଷିମାନେ ବୁଗୁଡା ବନବିଭାଗକୁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ ବନବିଭାଗ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ଚାଷିର ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ଚାଷୀଙ୍କୁ ସରକାରୀ ସହାୟତା ମିଳୁନଥିବା ମଧ୍ୟ ଅଭିଯୋଗ ହୋଇଛି।

Related Articles

Leave a Reply

Your email address will not be published.

Back to top button