ଅବିଭାଗିକୃତ

ସିବିଆଇ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସୁଦ୍ଧକଁଠି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶ୍ରୀତମ ନାୟକଙ୍କ ମୃତ୍ୟୁ ଘଟଣା। ସିବିଆଇ ତଦନ୍ତ ଦାବି କଲେ ଛାତ୍ରଛାତ୍ରୀ। ଦଶହରା ଛୁଟି ସରିବା ପରେ ଆଜି ନାଉଗାଁ ବ୍ଲକ ରୋହିଆ ହାଇସ୍କୁଲ ଗେଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ତେବେ ଅକ୍ଟୋବର ଦୁଇ ତାରିଖ ରବିବାର ଦିନ ଶ୍ରୀତମଙ୍କୁ କେଉଁ ଶିକ୍ଷକ ସ୍କୁଲ ହତା ଭିତରେ ଟିଉସନ୍ କରିଥିଲେ ଓ ଶ୍ରୀତମଙ୍କ ମୃତ୍ୟୁ କିଭଳି ହେଲା ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚି। ତେବେ ଶ୍ରୀତମଙ୍କ ମୃତ୍ୟୁକୁ 10 ଦିନ ପୁରି ପୁରିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ସେପଟେ ସିବିଆଇ ତଦନ୍ତ ଦାବି କରିଛନ୍ତି ଛାତ୍ରଛାତ୍ରୀ।

Related Articles

Leave a Reply

Your email address will not be published.

Back to top button