ଅବିଭାଗିକୃତ
ଗିରଫ ହେଲା ଜଗବନ୍ଧୁ
ଭୁବନେଶ୍ୱର: ଜେରା ପରେ ଜଗବନ୍ଧୁଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ଅର୍ଚ୍ଚନା ନାଗ ବ୍ଲାକମେଲିଙ୍ଗ ମାମଲାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ଥିଲେ ଜଗବନ୍ଧୁ। ଫେରାର ପରେ ଆଜି ସକାଳୁ ସତ୍ୟ ବିହାର ସ୍ଥିତ ବାସଭବନରୁ ଉଠେଇ ନେଇଥିଲା ପୋଲିସ। କେଉଁ ଅଜଣା ସ୍ଥାନରେ ରଖି ଜେରା ଚାଲିଛି। ଅପରାଧିକ ଷଡଯନ୍ତ୍ର, ଏବଂ ଅନ୍ୟାନ୍ୟ ସଂଗୀନ ଦଫାରେ ଗିରଫ କରିଛି ପୋଲିସ। ହୁଏତ ଆଗକୁ ଫିଟିପାରେ ଅନେକ କିଛି ବଡ଼ ଗୁମର। ବର୍ତ୍ତମାନ ଖଗେଶ୍ୱରକୁ ଗିରଫ ନେଇ ଚାଲିଛି ତନାଘନା।