ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ଆରଡ଼ିସି

ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ଉତ୍ତରାଞ୍ଚଳ ଆରଡ଼ିସି। ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ପରିଦର୍ଶନ କରିଛନ୍ତି ଉତ୍ତରାଞ୍ଚଳ ଆରଡ଼ିସି। ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ସହ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅସୁବିଧା ସମ୍ପର୍କରେ  ପଚାରି ବୁଝିଥିବା ସହ ଓପିଡ଼ିରେ ରୋଗୀ ମାନଙ୍କ ଚିକିତ୍ସା ସମ୍ବଧିୟ ଆଲୋଚନାକରିଛନ୍ତି। ବିଭିନ୍ନ ୱାର୍ଡକୁ ଯାଇ ବ୍ୟବସ୍ଥାର ନିରୀକ୍ଷଣ ସହ ଡାକ୍ତର ଏବଂ କର୍ମଚାରୀ ମାନଙ୍କ କର୍ତ୍ତବ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିବା ନେଇ ସବିଶେଷ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରାଞ୍ଚଳ ଆରଡ଼ିସି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *