ଅବିଭାଗିକୃତ

ଡିସିପି ଅଫିସ ଘେରିଲା ବିଜେପି

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା। ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ ଓ ନାରାବାଜି ପ୍ରଦର୍ଶନ। ଭାଇରାଲ ଅଡିଓ କ୍ଲିପର କାହିଁକି ଯାଂଚ ହେଉନି ତାହାର ଦାବି କରି ବିକ୍ଷୋଭ କରିଛି ବିଜେପି। ଗଣଶିକ୍ଷା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ବର୍ଷିଛନ୍ତି ବିଜେପି କର୍ମୀ। କାହିଁକି ମନ୍ତ୍ରୀଙ୍କୁ ତଦନ୍ତ  ପରିସରଭୁକ୍ତ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ବିଜେପି କର୍ମୀ ମାନେ ନାରାବାଜି କରିଛନ୍ତି।

Related Articles

Leave a Reply

Your email address will not be published.

Back to top button