ଅବିଭାଗିକୃତଶିକ୍ଷା/ଗବେଷଣା

ବିଦ୍ୟାର୍ଥି ଆବାସିକ ଉଚ୍ଚ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା 

କୋରେଇ : ସଠିପୁର ନିକଟସ୍ଥ ବାଲିପଶି ସ୍ଥିତ ବିଦ୍ୟାର୍ଥି ଆବାସିକ ଉଚ୍ଚ ବିଦ୍ୟାଳୟର ମାଟ୍ରିକ ପରିକ୍ଷା ଫଳ ଶତ ପ୍ରତିଶତ ହୋଇଛି । ଏହି ଆବାସିକ ବିଦ୍ୟାଳୟର ମୋଟ୍ ୧୦ ଜଣ ପରିକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଏ-୧, ୩ ଜଣ ଏ-୨, ୫ ଜଣ ବି-୧ ଓ ଜଣେ ବି-୨ରେ ଉତୀର୍ଣ୍ଣ ହୋଇଛନ୍ତି । ବୀଦ୍ୟାଳୟର ସୌମ୍ୟରଞ୍ଜନ  ସାହୁ ୯୨.୩ ମାର୍କ  ୫୫୪ ମାର୍କ ରଖି ଏ-୧ରେ ସଫଳତା ପାଇଥିବା ବେଳେ ଅଭିଷେକ ପାଳ,  ଅମିତା ବେହେରା ଏବଂ ଓମ ପ୍ରକାଶ ମହାକୁଡ ଏ-୨, ମଣିନାଥ ଧଳ, ହିମାଂଶୁ ପାତ୍ର, ରାହୁଲ ରାଜ ସାମଲ, ଗଙ୍ଗାଧର ମହାନ୍ତ ଓ ଜଗମୋହନ ମୁଣ୍ଡା ବି-୧, ଲକ୍ଷ୍ମୀଦାସ ବି-୨ରେ ଉତିର୍ଣ୍ଣ ହୋଇଥିବା ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଧଳ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button