ଗଞ୍ଜେଇ ଚାଷ ଉପରେ ଅବକାରୀ ବିଭାଗର ଚଢାଉ

କନ୍ଧମାଳ: ବେଆଇନ୍ ଗଞ୍ଜେଇ ଚାଷ ଉପରେ ଅତର୍କିତ ଚଢାଉ। ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ। ବୁଡ୍ରୁକିଆ ପଞ୍ଚାୟତର ସିପାଞ୍ଜିରି ଗାଁ ଅଞ୍ଚଳରେ ବେଆଇନ୍ ଗଞ୍ଜେଇ ଚାଷ ଉପରେ ବାଲିଗୁଡା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉରେ ୧୧୦ଏକର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରି ଥିବା ବେଳେ ଚାଷରେ ବ୍ୟବହୃତ ବିଭିନ୍ନ ଉପକରଣ ଜବତ କରିଛି ପୋଲିସ୍ । ତେବେ ନଷ୍ଟ ଗଞ୍ଜେଇ ଚାଷର ମୂଲ୍ୟ ୨କୋଟି ୧୦ ଲକ୍ଷ ହେବା ଆକଳନ ସହ ଏକ ମାମଲା ରୁଜୁ କରି ପୁଲିସ୍ ଅଧିକ ତଦନ୍ତ କରୁଥିବା ପୋଲିସ୍ ସୂଚନା ଦେଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *