ଅବିଭାଗିକୃତ

୩ କେଜି ସୁନା ୧୫୦ କେଜି ରୂପା ଜବତ

ଗଞ୍ଜାମ: ବ୍ରହ୍ମପୁରରୁ 3 କିଲୋ ସୁନା ସହ ୧୫୦କିଲୋ ରୂପା ଜବତ। ସୋରଳ ଜଙ୍ଗସନରୁ କାର ସହିତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଗୋଳନ୍ଥରା ପୋଲିସ। ତେବେ ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗର ଅଞ୍ଚଳକୁ ଆସୁଥିଲା ଏହି ସୁନା ଓ ରୂପା ଅଳଙ୍କାର। ଆନୁମାନିକ ମୂଲ୍ୟ ପ୍ରାୟ ଅଢେଇ କୋଟି ହେବ ବୋଲି ସୂଚନା। ପୂର୍ବରୁ ଏହିପରି  ଶହଶହ କିଲୋ ସୁନା ଓ ରୂପା ସହ କୋଟି କୋଟି ଟଙ୍କା ଜବତ କରିଥିଲା ପୋଲିସ ଓ ଅବକାରି ଗୁଇନ୍ଦା ବିଭାଗ I ତେବେ GST ଫାଙ୍କିବା ପାଇଁ ଚାଲିଥିଲା ଚୋରା ଚାଲାଣ।

Related Articles

Leave a Reply

Your email address will not be published.

Back to top button