ଅବିଭାଗିକୃତ

ଭାଇର ୩ ଦିନ ପରେ ଭଉଣୀର ମୃତ୍ୟୁ

କୋରାପୁଟ: ଭାଈ ମରିବାର ୩ ଦିନ ପରେ ଭଉଣୀର ସନ୍ଦେହଜନକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁର ଟାଉନ ଥାନା ପାରାବେଡାରେ। ସୂଚନା ଅନୁଯାୟୀ, ୩ ଦିନ ତଳେ ନାବାଳକ ଭାଈର ମୃତ୍ୟୁ ଘଟିଥିଲା ବେଳେ ଆଜି ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ ଘଟିଛି। ମୃତକ ରଶ୍ମିତା ନାୟକ ବୋଲି ଜଣାପଡିଛି। ଘର ଛାତରୁ ରଶ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜୟପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

Related Articles

Leave a Reply

Your email address will not be published.

Back to top button