ମନ୍ କି ବାତ୍ ପାଇଁ ମତାମତ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ

Spread the love

ନୂଆ ଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ଜୁନ୍ ୨୦୨୩ ରେ ହେବାକୁ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ନାଗରିକଙ୍କ ଠାରୁ ମତାମତ ଆମନ୍ତ୍ରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

“ଏହି ମାସର ମନ କି ବାତ୍ କାର୍ଯ୍ୟକ୍ରମ ୧୮ ଜୁନ୍ ରବିବାର ଦିନ ପ୍ରସାରିତ ହେବ । ଆପଣଙ୍କ ମତାମତ ଗ୍ରହଣ କରିବା ସର୍ବଦା ଆନନ୍ଦଦାୟକ ଅଟେ । NaMo App, MyGov ରେ ଆପଣଙ୍କର ମତାମତ ସେୟାର କରନ୍ତୁ କିମ୍ବା ୧୮୦୦-୧୧-୭୮୦୦ ନମ୍ବରକୁ ଡାଏଲ୍ କରି ଆପଣଙ୍କ ବାର୍ତ୍ତା ରେକର୍ଡ କରନ୍ତୁ ।”

Leave a Reply

Your email address will not be published. Required fields are marked *