ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍‌

Spread the love

ହାଇଦ୍ରାବାଦ: ହାଇଦ୍ରାବାଦ ଓଡିଶା ଇନଭେଷ୍ଟର୍ସ ମିଟ୍। ଶିଳ୍ପପତିଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶାରେ ପୁଂଜି ନିବେଶ ପାଇଁ ନିମନ୍ତ୍ରଣ କରୁଛନ୍ତି। ମାଇକ୍ରୋ ସଫ୍ଟ ଇଣ୍ଡିଆ ଏମଡି ଏବଂ ଭାରତ ବାୟୋଟେକ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ୩୬ ଶିଳ୍ପପତି ଏବଂ ୩୦୦ରୁ ଉର୍ଦ୍ଧ୍ବ ପୁଂଜି ନିବେଶକାରୀଙ୍କ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *