ଅବିଭାଗିକୃତ
ପ୍ରଶିକ୍ଷଣ ଶିବିରର ଆଜି ଦ୍ୱିତୀୟ ଦିନ
ପୁରୀ: ପୁରୀରେ ରାଜ୍ୟ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର। ୨୪ ଯୁଦ୍ଧ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି ବିଜେପି। ପ୍ରଶିକ୍ଷଣ ଶିବିରର ଆଜି ଦ୍ବିତୀୟ ଦିନ। ଆଜି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦଳର ବିଚାରଧାରାକୁ ନେଇ ଆଲୋଚନା ହେ। ବିଜେପି ନେତା ଓ କର୍ମୀ ଉତ୍ତମ ଆଚରଣ ପ୍ରଦଶର୍ନ କରି ଲୋକଙ୍କ ନିକଟତର ହେବା ଉପରେ ଗୁରୁତ୍ବ ଦିଆଯାଉଛି।