କଟକ: କୁଆଖାଇ ନଦୀରେ ଭାସିଗଲେ ୨ ଯୁବକ। ୫ ଜଣ ସାଙ୍ଗ ୨ଟି ବାଇକରେ ଗାଧୋଇବାକୁ ଆସିଥିବା। ୫ ଜଣଙ୍କ ମଧ୍ୟରୁ ୨ ଜଣ ଭାସିଯାଇଥିବା ବେଳେ ଅନ୍ୟ ୩ ଜଣ ସୁରକ୍ଷିତ ଅଛନ୍ତି। ଘଟଣା ସ୍ଥଳରେ ସଦର ଥାନା ଆଇଆଇସି ପହଞ୍ଚି ୩ ଜଣଙ୍କୁ ପଚରାଉଚରା କରୁଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ ଯୁବକଙ୍କୁ ଖୋଜା ଖୋଜି ଜାରି ରଖିଛି। ତେବେ ନିଖୋଜ ଯୁବକ ୨ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now