ଜନଜାତୀୟ ସମୁଦାୟ ପ୍ରକୃତି ସହିତ ସାମଞ୍ଜସ୍ୟର ଅନୁକରଣୀୟ ଉଦାହରଣ : ଲୋକସଭା ଅଧ୍ୟକ୍ଷ

Spread the love

ନୂଆଦିଲ୍ଲୀ : ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆଜି ସଂସଦ ଭବର କେନ୍ଦ୍ରୀୟ କକ୍ଷରେ ସଂସଦୀୟ ଲୋକତନ୍ତ୍ର ଶୋଧ ଏବଂ ପ୍ରତିକ୍ଷଣ ସଂସ୍ଥାନ(ପ୍ରାଇଡ)ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଶେଷ ରୂପରେ ଦୁର୍ବଳ ଜନଜାତୀୟ ସମୁହ(ପିବିଟିଜି)ର ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଜନଜାତୀୟ ମାମଲା ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଏବଂ ଜନଜାତୀୟ ମାମଲର ରାଜ୍ୟ ମନ୍ତ୍ରୀ ରେଣୁକା ସିଂହ ସରୁତା ମଧ୍ୟ ଉପସ୍ଥିତ ଥିଲେ ।

ସଂସଦ ଭବନର ଐତିହାସିକ କେନ୍ଦ୍ରୀୟ କକ୍ଷରେ ପ୍ରତିଭାଗିମାନଙ୍କ ସ୍ୱାଗତ କରି ବିରଲା ଦେଶର ସବୁଠାରୁ ଦୁର୍ବଳ ସମୁହର ସଦସ୍ୟଙ୍କୁ ସଂସଦ ଭବନରେ ଆମନ୍ତ୍ରିତ କରିବାକୁ ସ୍ୱାଗତ କରିଥିଲେ । ସେ ଭାରତର ସ୍ୱତନ୍ତ୍ରତାର ସଂଘର୍ଷରେ ଭଗବାନ ବିରସା ମୁଣ୍ଡା ଏବଂ ଅନ୍ୟ ଆଦିବାସୀ ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ଯୋଗଦାନର ଉଲ୍ଲେଖ କରିଥିଲେ ।

Leave a Reply

Your email address will not be published. Required fields are marked *