ଅବିଭାଗିକୃତକଟକସ୍ୱାସ୍ଥ୍ୟ

କୁନି ଝିଅର ଯୋଗାଭ୍ୟାସ

କଟକ: ଯୋଗ କରନ୍ତୁ ନିରୋଗୀ ରୁହନ୍ତୁ। ଏଭଳି ଲକ୍ଷ ରଖି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ କରୁଛନ୍ତି ଯୋଗାଭ୍ୟାସ। ସେପଟେ ଏହି ଯୋଗାଭ୍ୟାସ କରୁ କରୁ ଏହାକୁ କିଏ ବୃତ୍ତି କରିଛି ତ ଆଉ କିଏ ନିଜ ଜୀବନର ଏ ଅଂଶ ମଧ୍ୟ କରି ନେଇଛି। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟକ୍ତି ବିଶେଷଙ୍କ ପର୍ଯ୍ୟନ୍ତ ସମସ୍ତେ ଆପଣାଇଛନ୍ତି ଯୋଗକୁ। ଏଭଳିକି ଯୋଗଭ୍ୟାସ କରି ମାତ୍ର ୯ ବର୍ଷ ୬ ମାସ ବୟସରୁ କୁନି ଝିଅଟିଏ ତିଆରି କରିପାରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଆଉ ଯୋଗ କଳା ଦ୍ୱାରା କରାଇଛନ୍ତି ସମସ୍ତଙ୍କୁ ଆକୃଷ୍ଟ। କୁନି ଝିଅର ଯୋଗାଭ୍ୟାସକୁ ନେଇ ବାଙ୍କୀରୁ ଦେଖିବା ଏହି ରିପୋର୍ଟ…

Related Articles

Leave a Reply

Your email address will not be published.

Back to top button