ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ୟୁନିୟନ ପବ୍ଲିକ ସର୍ଭିସ କମିଶନରେ ସଫଳତା ହାସଲ କରିଥିବା ଓଡିଶାର ସମସ୍ତ ପ୍ରାର୍ଥୀଙ୍କୁ ଅଭିନନ୍ଦନ । ସେମାନେ ଆଗାମୀ ଦିନରେ ତୃଣମୂଳ ସ୍ତରରେ କାର୍ଯକାରୀ ହେଉଥିବା ଲୋକ କୈନ୍ଦ୍ରିକ ଯୋଜନା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ କାର୍ଯକାରୀ କରିବାରେ ସମର୍ପଣର ଭାବ ସହ କାମ କରିବେ ବୋଲି ଆଶା କରୁଛି । ସେମାନଙ୍କ ଭବିଷ୍ୟତରେ ଉଜ୍ୱଳ କ୍ୟାରିୟର ପାଇଁ ଶୁଭକାମନା ଜଣାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now