ଏଲନ ମସ୍କଙ୍କ ବଡ ଘୋଷଣା

Spread the love

ଏଲନ ମସ୍କଙ୍କ ବଡ ଘୋଷଣା। ଟ୍ୱିଟରକୁ କିଣିବେ ନାହିଁ ଏଲନ। ଏନେଇ ଘୋଷଣା କରି କହିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ। ଗତ ଏପ୍ରିଲ ୨୫ରେ ୫୪.୨୦ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ନେଇ କହିଥିଲେ। ପରେ ୪୪ ବିଲିୟନ ଡଲାରରେ ଡିଲ ଫାଇନାଲ ହୋଇଥିଲା। ହେଲେ ଏବେ ସେ ଏହାକୁ କିଣିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି। ତେବେ ଏଲନ ଡିଲରୁ ହଟିବାରୁ ତାଙ୍କ ବିରୋଧରେ ଟ୍ୱିଟର କେସ କରିବ ବୋଲି କହିଛି। ସେପଟେ ଚୁକ୍ତିର ଅନେକ ନିୟମ ଉଲଙ୍ଘନ ହେବା କାରଣରୁ ସେ ଏଥିରୁ ପଛକୁ ହଟିଥିବା କହିଛନ୍ତି ଏଲନ। ଏହାସହ ଟ୍ୱିଟର ଭ୍ରମିତ କଲାଭଳି କାମ କରିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *