Latest Newsଓଡ଼ିଶାପୁରୀ

ଚଳିତ ମାସ ୧୩ ତାରିଖରେ ଲୋକ ଅଦାଲତ

ପୁରୀ – ପୁରୀ ସିଭିଲ କୋର୍ଟ ପରିସରରେ ଚଳିତ ମାସ ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଚଳିତ ବର୍ଷର ଏହି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ ଏବଂ ଅନ୍ୟାନ୍ୟ ଜଜ ମାନେ ମଧ୍ୟ ଯୋଗ ଦେବେ ।ବିବିଧ ମାମଲାର ତ୍ୱରିତ ସମାଧାନ ଲୋକ ଅଦାଲତର ମୂଳ ଉଦ୍ଦେଶ୍ୟ ହୋଇଥିବାରୁ ଏହାର ସୁଯୋଗ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button