ମଥୁରା କୃଷ୍ଣଜନ୍ମଭୂମି ମାମଲାରେ ହିନ୍ଦୁପକ୍ଷରେ ସୁପ୍ରିମକୋର୍ଟ ଲଗାଇଲେ କାବିଏଟ

Spread the love

ନୂଆଦିଲ୍ଲୀ : ମଥୁରା କୃଷ୍ଣ ଜନ୍ମଭୂମି ମାମଲାକୁ ନେଇ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି । ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷରେ କାବିଏଟ ଦାଖଲ କରି କହିଛନ୍ତି କି ଯଦି ଆଲ୍ଲାବାଦ ହାଇକୋର୍ଟ ନିଷ୍ପତିକୁ ଚ୍ୟାଲେଞ୍ଜ କରନ୍ତି ତେବେ କୋର୍ଟ ଏହାର ପକ୍ଷ ଶୁଣିବା ବିନା କୌଣସି ଆଦେଶ ପାସ୍ କରିବା ଉଚିତ୍ ନୁହେଁ ।

ବାସ୍ତବରେ ମେ ୨୬ରେ ଆଲ୍ଲାବାଦ ହାଇକୋର୍ଟ କୃଷ୍ଣ ଜନ୍ମଭୂମି ମାଲିକାନା ସହିତ ଜଡ଼ିତ ସମସ୍ତ ମାମଲାକୁ ନିଜେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତି ସମ୍ପର୍କକରେ ହିନ୍ଦୁ ପକ୍ଷ ଏକ କାବିଏଟ ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ମନ୍ଦିରର ଜମି ସମ୍ବନ୍ଧରେ ବିଭିନ୍ନ କୋର୍ଟରେ ମୋଟ ୧୩ଟି ମାମଲା ଚାଲିଥିଲା, ସେଥିମଧ୍ୟରୁ ଦୁଇଟି ଖାରଜ ହୋଇଯାଇଛି ।

Leave a Reply

Your email address will not be published. Required fields are marked *