ଅବିଭାଗିକୃତକଟକ

ଏକ୍ସପାଏରି ଔଷଧ ବିକ୍ରି ଅଭିଯୋଗ

କଟକ: SCB ପରିସରରେ ଏକ୍ସପାଏରି ଔଷଧ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ତେବେ କଲ୍ୟାଣୀ ମେଡିକାଲ ଷ୍ଟୋରରେ ବିକ୍ରି ହେଉ ଥିଲା ଔଷଧ। ଏନେଇ  ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଆଣିଲେ ରୋଗୀଙ୍କ ସମ୍ପର୍କୀୟ। ଅଗଷ୍ଟ ମାସର ଏକ୍ସପରି ରକ୍ତଚାପ ଔଷଧ ବିକ୍ରି ହୋଇଥିଲା। ସେପଟେ SCB ପ୍ରଶାସନିକ ଅଧିକାରୀ କହିଛନ୍ତି ଏ ନେଇ ଡ୍ରଗ କଣ୍ଟ୍ରୋଲ ବିଭାଗକୁ ଅବଗତ କରାଯିବ। 

Related Articles

Leave a Reply

Your email address will not be published.

Back to top button