କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ହେବେ ସିବିଆଇର ନିର୍ଦ୍ଦେଶକ

Spread the love

ନୂଆଦିଲ୍ଲୀ : କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ।

 ସିବିଆଇର ନିର୍ଦେଶକ ଥିବା ସୁବୋଧ କୁମାର ଜୟସୱାଲ୍‌ଙ୍କ କାର୍ଯ୍ୟକାଳ ମେ ୨୫ ତାରିଖରେ ଶେଷ ହୋଇଯିବ । ଏହା ପରେ ଦାୟିତ୍ୱ ଗ୍ରହଣ କରିବେ ପ୍ରବୀଣ ସୁଦ୍ । ସେ ୨ବର୍ଷ ପାଇଁ ଏହି ପଦବୀରେ ରହିବେ ।

Leave a Reply

Your email address will not be published. Required fields are marked *