ମୋଦୀ ସରକାର ଟେକ୍ନୋଲୋଜୀକୁ ସମସ୍ତଙ୍କ ପାଇଁ ସର୍ବ ସୁଲଭ କରାଇଲେ – ବୈଷ୍ନବ

Spread the love

ନୂଆଦିଲ୍ଲୀ : କେନ୍ଦ୍ରୀୟ ରେଲେଓ,  ସଞ୍ଚାର , ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ର ସାରଣ ମନ୍ତ୍ରୀ ଅଶ୍ୱୀନି ବୈଷ୍ନବ କହିଛନ୍ତି  ଟେକ୍ନୋଲୋଜିକୁ ମୋଦୀ ସରକାର ସର୍ବ ସୁଲଭ  କରାଇ ଦେଇଛନ୍ତି ।  ସରକାରଙ୍କର ଏହା ପ୍ରାଥମିକତା ଯେ ଟେକ୍ନୋଲୋଜି କୌଣସି ବ୍ୟକ୍ତି ବିଶେଷ କିମ୍ବା ସସ୍ତାନ ମଧ୍ୟରେ ସୀମିତ ନୁହେଁ କିନ୍ତୁ ଏହାର ଲାଭ ଦେଶର ସମସ୍ତ ନାଗରିକ ଉଠାଇ ପାରିବେ ।  ମୋଦୀ ସରକାର ଦେଶର ସମସ୍ତ ଗ୍ରାମ ପର୍ଯ୍ୟନ୍ତ ଇଂଟରନେଟ ପହଂଚାଇବା ପାଇଁ  ପ୍ରୟାସ ଜାରି ରଖିଛନ୍ତି ।

  କେନ୍ଦ୍ରୀୟ ମନ୍ତ୍ରୀ ବୈଷ୍ନବ ଶୁକ୍ରବାରଦିନ ହରିୟାନାର ଗୁରୁଗ୍ରାମରେ ଏନ୍ଏଫ୍‌ଟି , ଏଆଇଇ, ଏବଂ ନେଟାଓର୍ସ ସମୟରେ ଅପରାଧ ଏବଂ ସୁରକ୍ଷା ପହଞ୍ଚାଇବା  ଉପରେ ଆୟୋଜିତ ଜୀ-୨୦ର ଦୁଇ ଦିନିଆ ସମ୍ମେଳନର ସମାପନ ଦିବସରେ ସମ୍ବୋଧିତ କରି ଏହା କହିଛନ୍ତି ।

Leave a Reply

Your email address will not be published. Required fields are marked *