ନୂଆଦିଲ୍ଲୀ : କେନ୍ଦ୍ରୀୟ ରେଲେଓ, ସଞ୍ଚାର , ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ର ସାରଣ ମନ୍ତ୍ରୀ ଅଶ୍ୱୀନି ବୈଷ୍ନବ କହିଛନ୍ତି ଟେକ୍ନୋଲୋଜିକୁ ମୋଦୀ ସରକାର ସର୍ବ ସୁଲଭ କରାଇ ଦେଇଛନ୍ତି । ସରକାରଙ୍କର ଏହା ପ୍ରାଥମିକତା ଯେ ଟେକ୍ନୋଲୋଜି କୌଣସି ବ୍ୟକ୍ତି ବିଶେଷ କିମ୍ବା ସସ୍ତାନ ମଧ୍ୟରେ ସୀମିତ ନୁହେଁ କିନ୍ତୁ ଏହାର ଲାଭ ଦେଶର ସମସ୍ତ ନାଗରିକ ଉଠାଇ ପାରିବେ । ମୋଦୀ ସରକାର ଦେଶର ସମସ୍ତ ଗ୍ରାମ ପର୍ଯ୍ୟନ୍ତ ଇଂଟରନେଟ ପହଂଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
କେନ୍ଦ୍ରୀୟ ମନ୍ତ୍ରୀ ବୈଷ୍ନବ ଶୁକ୍ରବାରଦିନ ହରିୟାନାର ଗୁରୁଗ୍ରାମରେ ଏନ୍ଏଫ୍ଟି , ଏଆଇଇ, ଏବଂ ନେଟାଓର୍ସ ସମୟରେ ଅପରାଧ ଏବଂ ସୁରକ୍ଷା ପହଞ୍ଚାଇବା ଉପରେ ଆୟୋଜିତ ଜୀ-୨୦ର ଦୁଇ ଦିନିଆ ସମ୍ମେଳନର ସମାପନ ଦିବସରେ ସମ୍ବୋଧିତ କରି ଏହା କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now