ଅବିଭାଗିକୃତଭୁବନେଶ୍ୱର

 ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ ନବୀନ

ଭୁବନେଶ୍ୱର: ଜୀବନ ବ୍ୟାପି ସାଧନା ପୁରସ୍କାର ପାଇବେ ନବୀନ। ଏଥିପାଇଁ ବିଜେଡ଼ି ର ବଡ ପ୍ରସ୍ତୁତି। କ୍ୟାପିଟାଲ ଫାଉଣ୍ଡେସନ୍ ଶୋସାଇଟି ପକ୍ଷରୁ ଦିଲ୍ଲୀରେ ମିଳିବ ପୁରସ୍କାର। ଏହି କାର୍ଯ୍ୟକ୍ରମ ରେ ବିଜେଡିର ମନ୍ତ୍ରୀ, ବିଧାୟକ, ସାଂସଦ, ଯୁବ ଛାତ୍ର ମହିଳା କର୍ମକର୍ତ୍ତା ସାମିଲ ହେବେ। ୬ ତାରିଖରେ ଭୁବନେଶ୍ଵର ରେ ମୁଖ୍ୟମନ୍ତ୍ରୀ ଫେରିବା ପରେ ସମ୍ୱର୍ଦ୍ଧନା ଦିଆଯିବ ବୋଲି ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ ହେବା ଓଡ଼ିଶା ବାସୀଙ୍କ ପାଇଁ ଗର୍ବର କଥା।

Related Articles

Leave a Reply

Your email address will not be published.

Back to top button