ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ସହ ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଆମ ସରକାର ଉଦ୍ୟମ ଜାରି ରଖିବେ: ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବାକୁ ଗୁରୁତ୍ୱ ଦେଇ ସରକାର ମାଛ ଚାଷ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ ।

ଜାତୀୟ ମତ୍ସ୍ୟଜୀବୀ ଦିବସ ଅବସରରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକ ଋଣ, ଉନ୍ନତ ବଜାର ଆଦି ମାଧ୍ୟମରେ ଆମ ସରକାର ଏକ ଉତ୍କୃଷ୍ଟ ମତ୍ସ୍ୟଚାଷ କ୍ଷେତ୍ର ଗଠନରେ କାର୍ଯ୍ୟ କରିବା ଜାରି ରଖିବେ ।’

Leave a Reply

Your email address will not be published. Required fields are marked *