ପୂର୍ବତନ ପ୍ରଶାସନିକ ଅଧିକାରୀ ଏନ୍ ଭିଟାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଶ୍ରୀ ଏନ୍ ଭିଟାଲଙ୍କୁ ଜଣେ ଦକ୍ଷ ସରକାରୀ କର୍ମଚାରୀ ଭାବେ ସ୍ମରଣ କରାଯିବ, ଯିଏ କି ବିଭିନ୍ନ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ପଥକୁ ସମୃଦ୍ଧ କରିଥିଲେ । ଗୁଜରାଟରେ ଥିବା ବେଳେ ମଧ୍ୟ ସେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରଲୋକରେ ଦୁଃଖିତ ଏବଂ ତାଙ୍କ ପରିବାରକୁ ସମବେଦନା । ଓମ୍ ଶାନ୍ତି ।’
Naxatra News is now on Whatsapp
Join and get latest news update delivered to you via whatsapp
Join Now