ପ୍ରସିଦ୍ଧ ଛତ୍ରଯାତ୍ରାର ପ୍ରସ୍ତୁତି ବୈଠକ

Spread the love

କଳାହାଣ୍ଡି: ଭବାନୀପାଟଣା ଠାରେ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରାର ପ୍ରସ୍ତୁତି ବୈଠକ। ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତ୍ରରୁ ଜେନାଖାଳକୁ ମା ଯିବେ। ସେଠାରେ ପୂଜା ଅର୍ଚ୍ଚନା ସାରି ମାଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ଆରମ୍ଭ କରି ମନ୍ଦିର ଭିତରକୁ ପ୍ରବେଶ କରିବେ। ପ୍ରସିଦ୍ଧ ଛତ୍ରଯାତ୍ରା କିପରି ଶାନ୍ତୁ ଶୃଙ୍ଖଳାରେ ହେବ ସେନେଇ ବୈଠକରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *