ୟୁଏନଏଚକ୍ୟୁରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ଭାଗନେବେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ ।

ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ଶ୍ରୀ ସାବା କୋରୋସିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

‘ୟୁଏନଏଚକ୍ୟୁରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଆପଣଙ୍କୁ ଦେଖିବାକୁ ଉତ୍ସୁକ ଅଛି । ଆପଣଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ୱତନ୍ତ୍ର ବନାଇବ ।

ଯୋଗ ସୁନ୍ଦର ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଦିଗରେ ଦୁନିଆକୁ ଏକାଠି କରିଥାଏ । ଏହା ବୈଶ୍ୱିକ ସ୍ତରରେ ଅଧିକ ଲୋକପ୍ରିୟ ହେଉ ।’

Leave a Reply

Your email address will not be published. Required fields are marked *