Bargarhଅବିଭାଗିକୃତ

ଅସମ୍ପୂର୍ଣ୍ଣ ବ୍ରିଜକୁ ନେଇ ସହରବାସୀଙ୍କ ଅସନ୍ତୋଷ

ବରଗଡ: ୨୦୧୮ ମସିହାରୁ ବରଗଡ଼ ସହର ଜିରା ନଦୀ ଉପରେ ନୂତନ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଛି। ହେଲେ ଏଯାଏଁ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ।  ଫଳରେ ବରଗଡ଼ରୁ ଅମ୍ବାପାଲିକୁ  ସଂଯୋଗ ପାଇଁ  ବ୍ରିଜ ତଳେ ତିଆରି ହୋଇଥିବା ଆପ୍ରୋଚ ରୋଡ଼ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published.

Back to top button