ବାଲୁଗାଁ ଥାନା ଅଞ୍ଚଳରେ ବଧୂ ହତ୍ୟା ଅଭିଯୋଗ

Spread the love

ଖୋର୍ଦ୍ଧା: ପୁଣି ସାମ୍ନାକୁ ଆସିଛି ବଧୂ ହତ୍ୟା ଘଟଣା। ଏଭଳି ଘଟଣା ଘଟିଛି ବାଲୁଗାଁ ଥାନା ସୀଙ୍ଗେଶ୍ୱର ଗ୍ରାମରେ। ଏପରି ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକର ପିତା। ମୃତକ ଜଣଙ୍କ ସ୍ଵାଗତିକା ପଣ୍ଡା ବୋଲି ଜଣାପଡିଛି। ସ୍ଵାଗତିକା ପଣ୍ଡା ଦୁଇ ବର୍ଷ ତଳେ ସିଙ୍ଗଶ୍ୱର ଗ୍ରାମର ପ୍ରିତମ ହୋତାଙ୍କୁ ବିବାହ କରିଥିଲାବେଳ ତାଙ୍କୁ ବାରମ୍ବାର ଯୌତୁକ ନିର୍ଯାତନା ସହ ବାଡେଇବା ଅଭିଯୋଗ ହେଉଥିଲା ।

Leave a Reply

Your email address will not be published. Required fields are marked *