ତେଲେଙ୍ଗାନାର ବିଆରଏସ ସରକାର ଜନତାକୁ ଧୋକା ଦେଇଛି : ଜୀ. କିଷନ ରେଡ୍ଡି

ହାଇଦ୍ରାବାଦ : କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ଼ି ଶୁକ୍ରବାର ଦିନ ହାଇଦ୍ରାବାଦର ଗୋଲକୋଣ୍ଡା ଦୁର୍ଗରେ ଜାତୀୟ ପତାକା ଉତୋଳନ କରିଛନ୍ତି । ଏହି ଅବସରରେ ରେଡ଼ି ରାଜ୍ୟର ବିଆରଏସ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଛନ୍ତି ଯେ, ବିଆରଏସ ସରକାରଙ୍କ ଅଧିନରେ ଋଣ ଭାବରେ ତେଲେଙ୍ଗାନାକୁ ପୋତି ଦିଆଯାଉଛି । ବିଆରଏସ ସରକାର ଜନସାଧାରଣଙ୍କୁ ପ୍ରତାରଣା କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *