ହେଲିକପ୍ଟର ପାଇଁ ପ୍ରଦର୍ଶନ-ଆଧାରିତ ନାଭିଗେଶନ ନିମନ୍ତେ ଏସିଆର ପ୍ରଥମ ପ୍ରଦର୍ଶନୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଗନ ସାଟେଲାଇଟ୍ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଜୁହୁରୁ ପୁନେ ପର୍ଯ୍ୟନ୍ତ ଉଡ଼ାଣ ନିମନ୍ତେ ହେଲିକପ୍ଟରଗୁଡ଼ିକର ପ୍ରଦର୍ଶନ-ଆଧାରିତ ନାଭିଗେଶନ ପାଇଁ ଏସିଆର ପ୍ରଥମ ପ୍ରଦର୍ଶନୀର ପ୍ରଶଂସା କରିଛନ୍ତି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଏବଂ ଇସ୍ପାତ ମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏହି କ୍ଷେତ୍ର ପାଇଁ ଉଲ୍ଲେଖନୀୟ ଉପଲବ୍ଧି! ଏହା ସୁରକ୍ଷିତ ତଥା ଅଧିକ ଦକ୍ଷ ଏୟାର ଟ୍ରାଫିକ୍ ପରିଚାଳନା ନିମନ୍ତେ ଉନ୍ନତ ଜ୍ଞାନକୌଶଳ ଗ୍ରହଣ ଦିଗରେ ଆମ ପ୍ରତିବଦ୍ଧତାକୁ ଦର୍ଶାଏ ।’

Leave a Reply

Your email address will not be published. Required fields are marked *