ନୁଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗ୍ଦୀପ ଧନଖଡ ୨୦ ମଇରେ ଚଣ୍ଡିଗଡ ଯିବେ । ସେଠାରେ ସେ ପଂଜାବ ବିଶ୍ୱବିଦ୍ୟାଳୟର ୭୦ ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ବତୋର ମୁଖ୍ୟ ଅତିଥି ଭାବରେ ସାମିଲ ହେବେ ।
ଉପରାଷ୍ଟ୍ରପତି ସଚିବାଳୟ ଅନୁସାରେ ପଂଜାବ ବିଶ୍ୱବିଦ୍ୟାଳୟର କୁଳାଧିପତି ତାଙ୍କ ଯାତ୍ର ଅବସରରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଏବଂ ସିନେଟ ସଦସ୍ୟ ସହିତ କେତେକ ବୈଠକ ମଧ୍ୟ କରିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now