କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେ ଗୁରବାର ଦିନ ଲକ୍ଷ୍ନୌ ଯିବେ

Spread the love

ଲକ୍ଷ୍ନୌ : କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ରାଜ୍ୟମନ୍ତ୍ରୀ ଏବଂ ଆରପିଆଇ – (ଏ) ର ଅଧ୍ୟକ୍ଷ ରାମଦାସ ଆଠୱଲେ ଗୁରୁବାର ଦିନ ଲକ୍ଷ୍ନୌରେ ପହଞ୍ଚିବେ । ସେ ବିବିଆଇପି ଗେଷ୍ଟ ହାଉସରେ ଦିବା ୧୧ଟା ସମୟରେ ପ୍ରେସ ମିଟ୍ କରିବେ । ଏହା ପରେ ସହକାରିତା ଭବନରେ ଆୟୋଜିତ ଆରପିଆଇ (ଏ) ର ସଦସ୍ୟତା କାର୍ଯ୍ୟକ୍ରମରେ ଭାଗ ନେବେ ।

Leave a Reply

Your email address will not be published. Required fields are marked *