ହରିୟାନାରେ ହୋଇଥିବା ହିଂସା ଦୁର୍ଭାଗ୍ୟପୁର୍ଣ୍ଣ – ହୁଡ୍ଡା

Spread the love

ନୂଆଦିଲ୍ଲୀ : ହରିୟାନାର ପୁର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡ୍ଡା କହିଛନ୍ତି ରାଜ୍ୟରେ ଯେଉଁ ହିଂସା ହୋଇଛି ତାହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ହରିୟାନା ଭାଜପା ସରକାର ପ୍ରଶାସନିକ କ୍ଷତ୍ରରେ ସମ୍ପୁର୍ଣ ଭାବରେ ହୋଇଯାଇଛି । ଯଦି ପୋଲିସକୁ ଠିକ ନିର୍ଦେଶ ଦିଆଯିବ ତେବେ ଗଣ୍ଡଗୋଳ ହେବ ନାହିଁ ହୁଡ୍ଡା ଗୁରୁବାରଦିନ ପାର୍ଟି ମୁଖ୍ୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନୀରେ କହିଛନ୍ତି ଗୋଟିଏ ପଟରେ ହରିୟାନାରେ ଜି-୨୦ ମିଟିଂ ହେଉଅଛି ଯାହା ବିଷୟ କ୍ରାଇମ୍ ଏବଂ ସିକୁରିଟି ଦିଆହେଉଅଛି । ଏନ୍ୟ ପକ୍ଷରେ ଆଉ ଗୋଟିଏ ଜାଗାରେ ହିଂସା ହେଉଅଛି । ସେ ଆହୁରିମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷା ଯୋଜାଇ ଦେଇପାରୁ ନାହାଁନ୍ତି , ଏହା ଦୁର୍ଭାଗ୍ୟପୁର୍ଣ୍ଣ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *