ଅବିଭାଗିକୃତକଟକ

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

କଟକ: ମହାନଦୀର ଜଳସ୍ତର କମୁଥିବା ବେଳେ ବାଙ୍କୀ ଅଞ୍ଚଳରେ ଏବେବି ଅନେକ ଗାଁ ଜଳବନ୍ଦୀ ମଧ୍ୟରେ ରହିଛି । ଆଉ କିଛି ପଞ୍ଚାୟତରେ ଧିରେ ଧିରେ ବନ୍ୟା ପରିସ୍ଥିତି ସୁଧୁରି ବାରେ ଲାଗିଛି। ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପ୍ରବାହିତ ହେବା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଫଳରେ ଚିନ୍ତାରେ ପଡିଛି ଚାଷୀ। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି କୁସୁପଙ୍ଗୀ, ପାଥପୁର ଓ ତାଳବସ୍ତ ବିଲିପଡା, ସିମିଳିପୁର. ଗୋପାଳପୁର ପଞ୍ଚାୟତର ଚାଷୀ । ବନ୍ୟାଙ୍କୁ ୮ ଦିନରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ  ରିଲିଫି ମିଳିପାରିନଥିବା ଅଭିଯୋଗ ହୋଇଛି ।

Related Articles

Leave a Reply

Your email address will not be published.

Back to top button